ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଲା ରାଜଧାନୀ: ୨୪ ଘଣ୍ଟାରେ ୫୮୧

ଭୁବନେଶ୍ବର: ରାଜଧାନୀରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସବୁ ରେକର୍ଡ ଭା‌ଙ୍ଗିଛି। ଦୁଇ ବର୍ଷ ମଧ୍ୟରେ ଆଜି ସର୍ବାଧିକ ୫୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜଧାନୀରେ କରୋନା ସ୍ଥିତି କ୍ରମଶଃ ଅଣାୟତ୍ତ ହେବାର ସଙ୍କେତ ଦେଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୩, ୨୦୨୦ରେ ‌ରାଜଧାନୀରୁ ସର୍ବାଧିକ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ‌େହାଇଥିଲେ। ଫରକ ହେଉଛି ଗତବର୍ଷ ରାଜଧାନୀରେ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଏହି ରେକର୍ଡ ହୋଇଥିଲା। କିନ୍ତୁ … Continue reading ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଲା ରାଜଧାନୀ: ୨୪ ଘଣ୍ଟାରେ ୫୮୧